କିଏ ସେ ଅମୋଘ ଲିଳା ପ୍ରଭୁ!
ଜଣେ ଯୁବ ସନ୍ନ୍ୟାସୀ ହେବା ସହ ସେ ଜଣେ ଧୁରୀଣ ମୋଟିଭେସନାଲ ସ୍ପିକର । ବର୍ତ୍ତମାନ ସେ ଦ୍ୱାରକାଧୀଶ ସୋସାଇଟି ଅଫ୍ ଇସ୍କନର ଭାଇସ୍ ପ୍ରେସିଡେଣ୍ଟ ଥିବାବେଳେ ସୋସିଆଲ ମିଡିଆରେ ସକ୍ରିୟ । ଏବେ ଟ୍ୱିଟରରେ ତାଙ୍କର ୨୭୬୦ଜଣ ଫଲୋଅର୍ସ ଅଛନ୍ତି । ତାଙ୍କର ସ୍ପିଚରେ ଯୁବଗୋଷ୍ଠୀ ବେଶ୍ ପ୍ରଭାବିତ ।
ହଁ, ଆମେ କହୁଛୁ ଆଧ୍ୟାତ୍ମିକ ଜଗତର ଯୁବ ସନ୍ନ୍ୟାସୀ ତଥା ମୋଟିଭେସନା... ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ >