ଜାଣନ୍ତୁ ପାନ ଖାଇବା ଦ୍ଵାରା କଣ ହେବ ଫାଇଦା।
ଭାରତରେ ଅଧିକ ମାତ୍ରାରେ ପାନ ଖିଆଯାଏ, ସେଥି ମଧ୍ୟରୁ ବନାରସ ପାନ ଓ ଓଡ଼ିଶାର ରଜରେ ପ୍ରସ୍ତୁତ ହେଉଥିବା ପାନର ଚାହିଦା ଅତ୍ୟନ୍ତ ଅଧିକ। ରଜରେ ପାନ ଖାଇବା ଗୋଟେ ପରମ୍ପରା ପାଲଟିଗଲାଣି। ଏଥିସହିତ ପାନ ଖାଇବା ଦ୍ୱାରା କେଉଁ ପ୍ରକାର ଲାଭ ମିଳିଥାଏ ଏବଂ କେଉଁ କ୍ଷତି ହୋଇଥାଏ ତାହା ଜାଣିବା ମଧ୍ୟ ଦରକାର । କିଛି ସ୍ଥାନରେ ବିବାହରେ ପାନ ଖାଇବା ଅତ୍ୟନ୍ତ ଶୁଭ ବୋଲି ଧ... ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ >