ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ‘ସଂଯୁକ୍ତ ମୋର୍ଚ୍ଚା ବୈଠକ’ରେ କେନ୍ଦ୍ରମନ୍ତ୍ରୀ
ଗୁଡିଆକାଟେଣୀ/ହିନ୍ଦୋଳ – ଢେଙ୍କାନାଳ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ‘ସଂଯୁକ୍ତା ମୋର୍ଚ୍ଚା’ ବୈଠକରେ ଯୋଗଦେଇ ଢେଙ୍କାନାଳ ପ୍ରତି ମୋଦି ସରକାର ନେଇଥିବା ଦାୟିତ୍ୱର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ପାଇଁ ସବୁ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ... ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ >