ଚାଲନ୍ତୁ ଯିବା ଗୁପ୍ତେଶ୍ୱର
ବୁଲି ଯାଆନ୍ତୁ ଗୁପ୍ତେଶ୍ୱର। ଏହା ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ।କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାଠାରେ ଅଛି ଗୁପ୍ତେଶ୍ଵର ମନ୍ଦିର। ଜୟପୁରଠାରୁ ୫୮ ଓ କୋରାପୁଟଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠ । ପ୍ରାକୃତିକ ଶୋଭାରାଜିରେ ଆଚ୍ଛାଦିତ ଏହି ପୀଠ।
କେମିତି ଯିବେ?
କୋରାପୁଟ ଯିବା ପାଇଁ ଭୁବନେଶ୍ଵରରୁ ଉଭୟ ଟ୍ରେନ ଏବଂ ବସ୍ର ସୁବିଧା ରହିଛି। କୋରା... ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ >