ନୂଆ ରୂପରେ ଲକ୍ଷ୍ମୀ ବସ ; ସବୁଜ ବଦଳରେ ଗେରୁଆ ରଙ୍ଗ!
ଲୋକତନ୍ତ୍ର (ବ୍ୟୁରୋ) : ବିଜେଡି ସରକାର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଗମନାଗମନ ପାଇଁ ଆରମ୍ଭ କରିଥିଲା ଲକ୍ଷ୍ମୀବସ୍ ଯୋଜନା। ବିଜେପି ସରକାର ଇତିମଧ୍ୟରେ ଶାସନକୁ ଆସିଛନ୍ତି। ଏହାରି ମଧ୍ୟରେ ଦେଖାଯାଇଛି ଯେ ଏ ବସ୍ଗୁଡ଼ିକ ସବୁଜରୁ ଗେରୁଆକୁ ରୂପାନ୍ତରିତ କରାଯାଉଛି। ଢେଙ୍କାନାଳ ବସ୍ଷ୍ଟାଣ୍ଡ ଭିତରେ ରହିଥିବା ପ୍ରାୟ ୨୮ ଲକ୍ଷ୍ମୀବସକୁ ... ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ >