ରାଜ୍ୟ କ୍ୟାବିନେଟ ବୈଠକର ୧୫ ପ୍ରସ୍ତାବ ଉପରେ ମୋହର
ରାଜ୍ୟ କ୍ୟାବିନେଟ ବୈଠକର ୧୫ ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣ ହେବ । ଏଭଳି ଏକ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି । ଏହି ଯୋଜନାରେ ୩୬୧ କିଲୋମିଟର ରାସ୍ତା ହେବ । ଏଥିପାଇଁ ୯୭୬ କୋଟିର ବ୍ୟୟବରାଦ କରାଯାଇଛି । ଅପହଞ୍ଚ ,ଦୁର୍ଗମ ଅଞ୍ଚଳ ଓ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀ କରଣ ପାଇଁ ଏହି ଯୋଜନ... ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ >