ପାଣିରେ ଭିଜାଇ ଖାଆନ୍ତୁ ଆମ୍ବ; ମିଳିବ ପ୍ରବଳ ଫାଇଦା
4/4/2024 8:55:49 AM
ଲୋକତନ୍ତ୍ର (ବ୍ୟୁରୋ) : ଆମ୍ବ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ଏହା ଯେତେ ପୁଷ୍ଟିକର, ସେତେ ଅଧିକ ପୋଷକ ତତ୍ୱରେ ମଧ୍ୟ ଭରପୂର। ଏଥିରେ ଭିଟାମିନ୍ ଏ, ସି, ଫାଇବର, ଆଇରନ୍, ସୋଡିୟମ୍, କ୍ୟାଲସିୟମ୍, ପୋଟାସିୟମ ରହିଥାଏ। ଆମ୍ବ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ, ହଜମ ପ୍ରକ୍ରିୟା ଭଲ କାମ କରେ ଏବଂ ଅନ୍ତନଳୀରେ ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତ ହୁଏ
ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ...