ଜନଜାତିଙ୍କ ସହ ଆଲୋଚନା କଲେ ମହାମହିମ ରାଷ୍ଟ୍ରପତି
ବଣ୍ଡାଘାଟିରୁ ରାଇସିନା ହିଲ୍ । ଘାଟିର ଆଦିମ ଜନଜାତିର ଲୋକଙ୍କ ସହ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମାଲକାନଗିରିି ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଡା ଘାଟିରୁ ୧୭ ଜଣ ଓ ଡିଦାୟୀ ସଂସ୍ଥାରୁ ୨୦ ଜଣ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କ ଭବନ ପରିଦର୍ଶନ କରି ଫେରିଛନ୍ତି । ଜନଜାତିଙ୍କ ଆବାସସ୍ଥଳୀରୁ ନେଇ ଅଞ୍ଚଳର ବିକାଶ କଥା ସହ ସେମାନଙ୍କ ଜୀବନ ଶୈଳୀ ନେଇ ଆଲୋଚନ... ସଂପୂର୍ଣ୍ଣ ଷ୍ଟୋରି ପଢନ୍ତୁ >